ନୂଆଦିଲ୍ଲୀ : ଦିଲ୍ଲୀର ପ୍ରତାପନଗରସ୍ଥିତ ଏକ ପୋଷାକ କଳକାରଖାନାରେ ଆଜି ସକାଳ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୁବ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଛନ୍ତି। ଏହାସହ ସେଠାରେ ଉଦ୍ଧାର କାର୍ୟ୍ୟ ମଧ୍ୟ ଜାରି ରହିଛି। କଳକାଖାନା ଭିତରୁ ଏକ ମୃତଦେହ ଜବତ କରାଯାଇଛି ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଉପସ୍ଥିତ ରହି ନିଜ କାମ ଜାରି ରଖିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0