ନିଇଜେରିଆ: ନାଇାଜେରିଆସ୍ଥିତ ଏକ ବିଦ୍ୟାଳୟରେ ୩୦୦ ସ୍କୁଲ ଝିଅ ନିଖୋଜ ହୋଇଛିନ୍ତି । ମିଳିଥିବା ସୂଚନା ଅନୁସାରେ, ଉତ୍ତର ନାଇଜେରିଆର ଜାମ୍ଫାରା ରାଜ୍ୟରେ ଥିବା ‘ଗଭର୍ଣ୍ଣମେଣ୍ଟ୍ ସେକେଣ୍ଡାରି ଜାଙ୍ଗେବି ସ୍କୁଲ୍’ରେ ଏହି ସଦ୍ୟତମ ସ୍କୁଲପିଲା ଗଣ-ଅପହରଣ କାଣ୍ଡ ଘଟିଛି । ନାସିରୁ ଅବ୍ଦୁଲାହି ନାମରେ ଜଣେ ବ୍ୟକ୍ତି ଏକ ସମ୍ବାଦ ସରବରାହ ସଂସ୍ଥାନକୁ କହିଛନ୍ତି ଯେ, ୩୦୦ ସ୍କୁଲ୍ ଝିଅ ନିଖୋଜ ହୋଇଥିବା କଥା ରେକର୍ଡରୁ ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କର ୧୦ ଓ ୧୩ ବର୍ଷୀୟ ଦୁଇଜଣ ଝିଅ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0