spot_img

ଲିଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବାଲିଅନ୍ତା: ମା ମଙ୍ଗଳା କ୍ରିକେଟ କ୍ଲବ ପକ୍ଷରୁ କୁମାରଡିହ ଖେଳ ପଡିଆରେ ଲିଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ । ଏକାମ୍ର ଗ୍ରାମୀଣ ବିଜେଡି ଯୁବ ସଭାପତି କୃଷ୍ଣ ଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ତିନି ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ୫ଟି ଦଳ ଭାଗ ନେଇଛନ୍ତି । ଯଥା- କିଙ୍ଗସ-୧୧, ଡି-୧୧, ଜି ବ୍ଲାଷ୍ଟର, ଥଣ୍ଡର ଓୟାରିଆ ଓ କିଙ୍ଗସ ଓୟାରିଅର ଦଳ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular