ଭୁବନେଶ୍ବର : ଚଳିତ ବର୍ଷ ନବମ ଏବଂ ଏକାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା କରିବାକୁ କହିଛନ୍ତି ରାଜ୍ୟ ସରକାର । ତେବେ ଅଫ୍ଲାଇନ୍ ନୁହେଁ ବରଂ ଅନ୍ଲାଇନ୍ରେ ବାର୍ଷିକ ପରୀକ୍ଷା କରାଇବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନେ ଯେଉଁ ସ୍କୁଲରେ ପଢୁଥିବେ ସେହି ସ୍କୁଲରେ ହିଁ ପରୀକ୍ଷା କରିବାକୁ ରାଜ୍ୟ ସରକାର କହିଛନ୍ତି । ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଅନ୍ଲାଇନ୍ରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି । ତେବେ ଏ ନେଇ ଅଭିଭାବକଙ୍କ ସହ ଆଲୋଚନା ମଧ୍ୟ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0