ଗଞ୍ଜାମ : ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା ସିମେଣ୍ଟ ବୋଝେଇ ଟ୍ରକ । ଗଞ୍ଜାମ ଜିଲ୍ଲା ବୁଢାମ୍ବ ଠାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ବୁଢାମ୍ବ ଦେଇ ପୁରୁଷୋତ୍ତମପୁର ଯାଉଥିବା ବେଳେ ଏଭଳି ଘଟଣା ଘଟିଥିଲା । ଏହି ଘଟଣାରେ ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି ।

Visitors Today : 0
Total Visitors : 130166
Total Views : 9891611
Visitors Online Now : 0