spot_img

ଆଜିର ମୁଖ୍ୟ ଖବର…

( )କରୋନା ସଂକ୍ରମଣରେ ପୁଣି ଭାରତକୁ ଟପିଲା ବ୍ରାଜିଲ….ଗୋଟିଏ ଦିନରେ ୮୪ ହଜାର ଆକ୍ରାନ୍ତ ଚିହ୍ନଟ…. ସଂକ୍ରମଣରେ ବିଶ୍ୱରେ ଦ୍ୱିତୀୟ ଦେଶ ଭାବେ ଚିହ୍ନଟ ହେଲା ବ୍ରାଜିଲ…. ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଲା “ହୁ”…..
( )ଓଡିଶାରେ ପହଞ୍ଚିଲା ୫ ଜଣିଆ ଏନଏସଜି ଟିମ୍…..ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କରିବ ଯାଂଚ….ଆସନ୍ତା ୧୬ ରେ ଶ୍ରୀଲିଙ୍ଗରାଜ ଏବଂ ୧୮ତାରିଖରେ ଶ୍ରୀମନ୍ଦିରରେ ମକଡ୍ରିଲ କରିବ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା….
( )ନିୟନ୍ତ୍ରଣକୁ ଆସିଲା ରାଜ୍ୟର ଜଙ୍ଗଲର ନିଆଁ….ଶିମିଳିପାଳରେ ସମ୍ପୂର୍ଣ୍ଣ ହା୍ରସ ପାଇଛି ନିଆଁ ଲିଭା କାର୍ଯ୍ୟ….ପ୍ରେସ ଇସ୍ତାହାର ଜରିଆରେ ସୂଚନା ଦେଲେ ଟାସ୍କ ଫୋର୍ସ…..
( ) ଅମରନାଥ ଯାତ୍ରା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି….ଜୁନ ୨୮ରୁ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଶେଷ ହେବା ନେଇ ସୂଚନା……ଘୋଷଣା କଲା ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ….ଗତ ବର୍ଷ କରୋନା ମହାମାରୀ ପାଇଁ ଯାତ୍ରା ଉପରେ ଲାଗିଥିଲା ରୋକ….
( )ଆଜି ଖସିପାରେ ରାଜ୍ୟର ଦିନ ତାପମାତ୍ରା…..ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ସର୍ବାଧିକ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ….୧୧ ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ…

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular