ଅନ୍ତର୍ଜାତୀୟ ମହିଳା ଦିବସରେ ସାଂସଦଙ୍କ ମହତ କାର୍ଯ୍ୟ । ସାଂସଦ ମମତା ମହାନ୍ତ ଶିମିଳିପାଳରେ ଲାଗିଥିବା ଭୟଙ୍କର ନିଆଁକୁ ଲିଭାଇ ନିଜର ମହାନତା ଦେଖାଇଛନ୍ତି । ପାହାଡ଼ ଉପରେ ତିନି କିଲୋମିଟର ଉପରକୁ ଉଠି ସେଠାରେ ପ୍ରାୟ ଦୁଇ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ନିଆଁକୁ ଲିଭାଇଥିଲେ । ସାଂସଦଙ୍କ ସହ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ନିଆଁ ଲିଭା କାର୍ଯ୍ୟାରେ ନିୟୋଜିତ ହୋଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0