spot_img

ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଗଞ୍ଜାମ: ଗାଁ ଦାଣ୍ଡରେ ଖଣ୍ଡାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୁଣି ଅଶାନ୍ତ ହୋଇପଡ଼ିଛି ବଁଥପଲ୍ଲୀ । ଗଞ୍ଜାମର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବଁଥପଲ୍ଲୀ ଗ୍ରାମରେ ପଂଚୁ ଭୁୟାଁ ନାମକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛିି । ଗାଁ ମନ୍ଦିର ନିକଟ ରାସ୍ତା ଉପରେ କିଛି ଦୁବୁର୍ତ୍ତ ତାଙ୍କୁ ଆକ୍ରମଣ କରିଛନ୍ତି । ତେବେ ପୁର୍ବଶତୃତାକୁ କେନ୍ଦ୍ରକରି ଏପରି ଆକ୍ରମଣ କରାଯାଇଥିବା କୁହାଯାଉଛି । ପରେ ଗୁରୁତର ଅବସ୍ଥାରେ ଦିଗପହଂଣ୍ଡି ପୁଲିସ ପହଂଚି ପଂଚୁକୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛି । ଦୁବୁର୍ତ୍ତ ପଂଚୁଙ୍କ ଶରୀରରେ ପ୍ରାୟ ୨୫ରୁ ଉର୍ଦ୍ଧ ଅଂଶରେ ଖଣ୍ଡା ଚୋଟ ପଡ଼ିଥିବା ପରିଲକ୍ଷିତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular