ଖୋର୍ଦ୍ଧା: ଖୋର୍ଦ୍ଧlରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁ୍ଷ୍ଠିତ । ହଳଦିଆ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀ ଜ୍ୟତିରେନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷଙ୍କ ସହିତ ଅନ୍ୟାନ୍ୟ ଡ଼ାକ୍ତର ଏବଂ କମିଟି ସଦସ୍ୟଙ୍କ ଉପସ୍ଥିତରେ ୨୦୨୦-୨୧ ବର୍ଷର ଆର୍ଥିକ ଖର୍ଚ୍ଚ ଉପରେ ଆଲୋଚନା କରାଯାଇଥିଲା । ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆବଶ୍ୟକ ସରଞ୍ଜାମ କିଣିବା ପାଇଁ କମିଟିରେ ଅନୁମୋଦନ କରାଯାଇଛି । ବିଧାୟକ ସ୍ବାସ୍ଥ୍ୟ କେନ୍ଦ୍ରରେ କିଭଳି ଭାବରେ ରୋଗୀ ଭଲ ଭାବରେ ସେବା ପାଇବେ ଡକ୍ଟର ଓ ସମସ୍ତ କର୍ମ ଚାରି ମାନଙ୍କୁ ଅନୁରୋଧ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0