spot_img

ଘଷିପୁରାରେ ନୂଆ ବି.ଇ.ଓ ଭାବରେ ଯୋଗ ଦେଲେ ମୋହନ ବାରିକ

କେନ୍ଦୁଝର: ଘଷିପୁରାରେ ନୂଆ ବି.ଇ.ଓ ଭାବରେ ଯୋଗ ଦେଲେ ପବିତ୍ର ମୋହନ ବାରିକ । ପୂର୍ବତନ ବିଇଓ ଯଥା ବ୍ଲକ ଏଜୁକେଶନ ଅଫିସର କ୍ଷେତ୍ର ମୋହନଙ୍କ ଠାରୁ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ମୋହନ ବାରିକ । ଏଜୁକେସନ ଅଫିସ ର ସମସ୍ତ କର୍ମଚାରୀ ନୂଆ ବିଇଓ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ପୂର୍ବତନ ବିଇଓଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular