ପୁରୀ: ସମଙ୍ଗରା ମେଲଣ ପଡିଆରେ ମେଲଣ ଅନୁଷ୍ଠି ହୋଇଯାଇଛି । ମେଲଣ ପଡିଆରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଲୋକମାନଙ୍କର ମଧ୍ୟ ଭିଡ ଜମିଥିଲା । ମେଲଣର ଶେଷ ସଂଧ୍ୟାରେ ମା ଜାଗୁଳାଇ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ସମାଜକୁ ଦିଗଦର୍ଶନ ଦେଲା ଭଳି ଏକ ସାମାଜିକ ନାଟକ “ତୋର ଦୋଷ ନା ମୋର ଦୋଷ” ପରିବେଷଣ କରାଯାଇଥିଲା । ଅନ୍ୟପଟେ ମେଲଣ ପଡିଆରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପେଣ୍ଠକଟା ପୋଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0