spot_img

ଆଜି ଭରତୀୟ ଜନତାପାର୍ଟିର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧା: ଆଜି ଭାରତୀୟ ଜନତାପାର୍ଟିର ୪୨ ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ୟ୍ୟାଳୟ ଠାରେ ପାଳନ କରାଯାଇଛି । ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଶ୍ରୀ ନିକୁଞ୍ଜ କିଶୋର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରତାପ ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଶ୍ରୀ ରାଜୀବ ଲୋଚନ ଷଡଙ୍ଗୀ, ବିଜୟ ସ୍ୱାଇଁ, ପ୍ରଦୀପ୍ତ ପାଣି, ଶକ୍ତି ମିଶ୍ର, ଅଭିମନ୍ୟୁ ଘଟୁଆଳ, ରଶ୍ମିତା ସାମନ୍ତରାୟ, ସୁଜାତା ରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular