spot_img

ଆମ୍ବୁଲାନ୍ସରେ ନିଆଁ ; ଷ୍ଟାଫ୍ ସୁରକ୍ଷିତ

ନିଆଁ ଆମ୍ବୁଲାନ୍ସରେ ; ଷ୍ଟାଫ୍ ସୁରକ୍ଷିତ ,କେନ୍ଦ୍ରାପଡା: ବ୍ୟାଟେରି ସର୍ଟ ସର୍କିଟ୍ ରୁ ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ । ଗାଡିରୁ ଓହ୍ଲାଇ ଯିବାରୁ ଡ୍ରାଇଭର ଓ ଅନ୍ୟ ୨ ଷ୍ଟାଫ୍ ସମ୍ପୂର୍ଣ୍ଣ ସୁରକ୍ଷିତ । କଟକରେ ରୋଗୀ ଛାଡି ଫେରିଲା ବେଳେ ନିିଆଁ ଲାଗିଗଲା ।
କଜଳା ପେଟ୍ରୋଲ ପମ୍ପ୍ ପାଖରେ ନିଆଁ ଲାଗିଲା; ସ୍ଥାନୀୟ ଲୋକେ ଲିଭାଇଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular