spot_img

ମୂର୍ତ୍ତି ବିବାଦରେ ପଡିଲା ପୂର୍ଣ୍ଣଛେଦ : ଆବେଦନ ଖାରଜ କଲେ ହାଇକୋର୍ଟ

କଟକରେ ପାର୍ବଣ ପର୍ବକୁ ନେଇ ଜନସାଧାରଣ ସବୁବେଳେ ଉତ୍ସାହିତ ଥାଆନ୍ତି | କିନ୍ତୁ ମହାମାରୀକୁ ନେଇ ସରକାର ଦୁର୍ଗା ମୂର୍ତ୍ତିର ଉଚ୍ଚତା କେତେ ହେବ ତା ନିଷ୍ପତ୍ତି ନେଇଛନ୍ତି | ବାରମ୍ବାର କଟକର ପୂଜା କମିଟି ମାନେ ଏନେଇ ବିରୋଧ କରି ଆସୁଥିଲେ | ଏହାକୁ ନେଇ ବାଲୁ ବଜାର ପୂଜା କମିଟି ହାଇକୋର୍ଟରେ ଏକ ଆବେଦନ କରିଥିଲେ | ତେବେ ଆଜି ହାଇକୋର୍ଟ ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି | ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ | ସରକାରୀ ନିର୍ଦେଶନାମାରେ କୌଣସି ହସ୍ତକ୍ଷେପ କରିବୁ ନାହିଁ ବୋଲି ହାଇକୋର୍ଟ କହିଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular