spot_img

ରାଗିଗଲେ ଜ୍ୟାକି ଶ୍ରଫ୍‌

ବଲିଉଡ ଦୁନିଆରେ କେତେବେଳେ କିଛି ବି ହୋଇପାରେ | ଏଠାରେ ହିରୋ ହିରୋଇନଙ୍କୁ ଟ୍ରୋଲ କରିବା କିଛି ନୂଆ କଥା ନୁହେଁ | ଟ୍ରୋଲର୍‌ଙ୍କ ଉପରେ ଖପ୍ପା ହୋଇଛନ୍ତି ଜ୍ୟାକି ଶ୍ରଫ୍‌ | ଜ୍ୟାକି ଶ୍ରଫ୍‌ଙ୍କ ପୁଆ ଟାଇଗର୍‌ ଲୁକ୍‌କୁ ନେଇ ଟ୍ରୋଲର୍‌ଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜ୍ୟାକି। ଟ୍ରୋଲ୍‌ର ଟାଇଗର୍‌ଙ୍କ ଲୁକ୍‌କୁ କରୀନା କପୁରଙ୍କ ସହ ତୁଳନା କରିବା ପରେ ଜ୍ୟାକି ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକ‌ାଶ କରିଛନ୍ତି ଏବଂ କହିଛନ୍ତି ଯେ ସେ ଏବେ ଜଣେ ଯୁବକ | ସୂଚାନଯୋଗ୍ୟ ଯେ ସଲମାନ ଖାନଙ୍କ ‘ରାଧେ’ରେ ଜ୍ୟାକି ଶ୍ରପ୍‌ଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular