ଆଫଗାନିସ୍ତାନରେ ଆଇପିଏଲ୍ ମ୍ୟାଚ୍ ପ୍ରସାରଣ ହେବ ନାହିଁ ବୋଲି ଏବେ ତାଲିବାନ ନିଷ୍ପତ୍ତି ନେଇଛି। ସମ୍ଭାବ୍ୟ ‘ଇସ୍ଲାମ-ବିରୋଧୀ ଆଧେୟ’ ଥିବା ଆଶଙ୍କା କରି ଆଫଗାନିସ୍ତାନରେ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୧’ ଟେଲିକାଷ୍ଟ ଉପରେ ରୋକ ଲଗାଯାଇଛି। ଚଳିତ ଥର ୟୁଏଇରେ ଏହି ମ୍ୟାଚ୍ ଖେଳାଯାଇଛି। ସେପଟେ ଟି-୨୦ ମ୍ୟାଚ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବି ଉତ୍ସାହ ବଢ଼ିଛି। ସାରା ବିଶ୍ୱର ଦର୍ଶକ ଏହି ମ୍ୟାଚ୍ର ମଜା ଉଠାଉଛନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ତାଲିବାନୀ ଶାସନ ଚାଲିଛି। ସେ ଯାହା କହୁଛି ତାହା ହିଁ ହେଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0