ଆମେରିକା ଓ ଚୀନ ପରସ୍ପରକୁ ମାତ୍ ଦେବା ପାଇଁ ଆର୍ଥିକ, ବାଣିଜ୍ୟ, ସାମରିକ ଆଦି କ୍ଷେତ୍ରରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଶେଷ କରି ଆମେରିକା ଓ ଚୀନ ସାମରିକ କ୍ଷେତ୍ରରେ ଯେଉଁ ରଣନୀତି ଏବଂ ଆଭିମୁଖ୍ୟ ଆପଣଉଛନ୍ତି ତାହା ବିଶ୍ଵକୁ ଯୁଦ୍ଧର ମୁହାଣରେ ଆଣି ଛିଡା କରାଇବ | ଚୀନ ଓ ଆମେରିକାକୁ ମିଳିତ ଜାତିସଙ୍ଘର ମହାସଚିବ ଆଣ୍ଟୋନିଅ ଗୁଟେରସଙ୍କ ଚେତାବନୀ। ସମ୍ଭାବିତ ଶୀତଳ ଯୁଦ୍ଧରୁ ଦୂରେଇ ରୁହନ୍ତୁ ଦୁଇ ଦେଶ। ସଂପର୍କରେ ତିକ୍ତତା ନଆଣି ସୁଧାରିବାକୁ ଆମେରିକା ଓ ଚୀନକୁ କହିଛନ୍ତି ଗୁଟେରସ। କୌଣସି ପରିସ୍ଥିତିରେ ଶୀତଳ ଯୁଦ୍ଧ ଚାହୁଁନାହୁଁ। ଅତୀତରେ ଏହା ଘଟି ସାରିଛି। କିନ୍ତୁ ଏବେ ଶୀତଳ ହେଲେ ତାକୁ ନିୟନ୍ତ୍ରଣ କରିବା ବହୁତ ମୁସ୍କିଲ ହୋଇଯିବ। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ହେବାକୁ ଯାଉଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0