spot_img

ପିପିଲି ଉପନିର୍ବାଚନ କାଉଣ୍ଟିଂ: ୨୩ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ରୁଦ୍ର ମହାରଥୀ

କଡ଼ା ସୁରକ୍ଷା ଭିତରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଚାଲିଛି ।୨୩ ରାଉଣ୍ଡ ଗଣତି ଶେଷ ହୋଇଛି ।୨୩ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୮୯,୨୧୧ ଭୋଟ୍ରେ ଆଗୁଆ ଥିବା ସୂଚନା ମିଳିଛି ।
। ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୬୮,୩୭୩ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୦୬୩ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular