spot_img

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ପିପିଲି-ଡେଲାଙ୍ଗ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ । ନବନିର୍ବାଚିତ ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାୟକ ଭାବେ ଶପଥ ନେବା ପରେ ରୁଦ୍ର କହିଛନ୍ତି, ବାପାଙ୍କ ଦେହାନ୍ତ ପରେ ଅନେକ ଅଧୁରା କାମ ବଳକା ରହି ଯାଇଛି ତାହାକୁ ଆଗ ପୂରଣ କରିବି । ସବୁ ପଞ୍ଚାୟତକୁ ଯିବି ସମସ୍ୟା ବୁଝିବା ସହ ସଙ୍ଗେ ସଙ୍ଗେ ସମାଧାନ କରିବାକୁ ଚେଷ୍ଟା କରିବି । କିଛି ପ୍ରଲୋଭନ କି ପ୍ରତିଶ୍ରୁତି ଦେଇ ଆସିନଥିଲି, ମାଟି ପାଇଁ କାମ କରିବାକୁ କହିକି ଆସିଥିଲି ଆଉ ମାଟି ପାଇଁ କାମ ନିଶ୍ଚୟ କରିବି । ପିପିଲିବାସୀ ଏତେ ଭଲପାଇବା ଦେଇ ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular