ଆଜି ବିସିସିଆଇ ଉନ୍ମୋଚନ କରିଛି ଭାରତୀୟ କ୍ରିକେଟ ଦଳର ନୂଆ ଜର୍ସି | ବିସିସିଆଇର ଏକ ଟୁଇଟ୍ରେ କ୍ରିକେଟର୍ କେ.ଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଜସପ୍ରୀତ ବୁମରାହଙ୍କୁ ନୂଆ ଜର୍ସି ପିନ୍ଧିବାରେ ଦେଖିବାକୁ ମିଳିଛି । ଅଫିସିଆଲ୍ କିଟ୍ ପ୍ରାୟୋଜକ ଏମ୍ପିଏଲ୍ ସ୍ପୋର୍ଟସ୍ ଦ୍ୱାରା ଏହି ଜର୍ସିକୁ ଲଂଚ କରାଯାଇଛି । ଏହି ଜର୍ସି ପିନ୍ଧି ଭାରତୀୟ ଖେଳାଳିମାନେ ଟି୨୦ ବିଶ୍ୱକପ କ୍ରିକେଟ ପ୍ରତିଯାଗୀତାରେ ନଜର ଆସିବେ । ନୂଆ ଜର୍ସି କିଟ୍କୁ ବିଲିଅନ୍ ଚିଅର୍ସ ଜର୍ସି ଭାବେ ନାମିତ କରାଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0