ନୟାଗଡ ଜ଼ିଲ୍ଲାଗଣିଆ ବ୍ଲକର ବିଏସଏନଏଲ ଅଫିସଠାରୁ ତଳ ରାସ୍ତା ର ହଷ୍ଟେଲପର୍ୟ୍ୟନ୍ତ କଂକ୍ରିଟ ସିମେଣ୍ଟ ରାସ୍ତା ଟି ମରଣ ଯନ୍ତା ପାଲିଟିଛି, ଏହି ରାସ୍ତା ଟି ଦୀର୍ଘ ଦିନ ହେଲା ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣ ବେକ୍ଷଣ ଅଭାବ ରୁ ରାସ୍ତାର ମଝିରେ ବଡ ବଡ଼ ଖାଲ ଖମା ହେବା ଯୋଗୁ ବର୍ଷା ହେଲେ ପାଣି ଜମି ରହି ରାସ୍ତା ଟି ନଷ୍ଟ ହେବାକୁ ବସିଲାଣି,ଏହି ରାସ୍ତା ରାଜସ୍ୱ ନିରୀକ୍ଷକ ଅଫିସ , ବିଏସଏନଏଲ ଅଫିସ, ବ୍ଲକ ଶିକ୍ଷା ଅଧିକାରୀ ଅଫିସ ରହି ଥିବାରୁ ଲୋକ ମାନଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମାନଙ୍କ ଗମନାଗମନୀ ନେଇ ଅସୁବିଧା ପରିଲକ୍ଷିତ ହେଉଛି । ତେବେ ରାସ୍ତା ପୁନନିର୍ମାଣ ପାଇଁ ଜନସାଧାରଣରେ ଦାବି ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0