ନୟାଗଡ ଡାକବିଭାଗ ତରଫରୁ ଭାପୁର ବ୍କକ ବାଇଗୁଣିଆ କାର୍ୟ୍ୟାଳୟରେ ଏକ ଦୁର୍ନୀତି ନିବାରଣ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ୟ୍ୟକ୍ରମରେ ନୟାଗଡ ପୂର୍ବାଞ୍ଚଳ ଡାକ ନିରୀକ୍ଷଣ ବିଭୂତି ଭୂଷଣ ପଣ୍ଡା ଯୋଗଦେଇ ଦୁର୍ନୀତି ନିବାରଣ ସଚେତନ ରହିବା ପାଇଁ ଜନସାଧାରଣ ମାନଙ୍କୁ ବୁଝାଇଥିଲେ। ଡାକବିଭାଗର ବିଭିନ୍ନ ପ୍ରକାରର ଯୋଜନା ଯଥା ସଞ୍ଜୟ ,ଡାକ ଜୀବନ ବୀମା ,ବ୍ୟାଙ୍କ ଡାକଘରୁ ଉଠାଣ , ଆଧାରରେ ମୋବାଇଲ ନମ୍ବର ସଯୋଗ ଇତ୍ୟାଦି ବିଷୟରେ ଜନସାଧାରଣ ମାନଙ୍କୁ ଅବଗତ କରିଥିଲେ।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0