ପ୍ରର୍ବଳ ବର୍ଷାରେ ଉଡ଼ିଯାଇଛି ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ବାନା । ବାନାକୁ ଏକ ବାଉଁଶ ସାହାଯ୍ୟରେ ବନ୍ଧା ଯାଇଥିଲା । ପ୍ରର୍ବଳ ବର୍ଷା ପବନରେ ନୀଳଚକ୍ର ବାନା ନଥିବା ହେଖି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିିଳିଛି ।
ଶ୍ରୀମନ୍ଦିର ପରମ୍ପରା ଅନୁଯାଇ ମନ୍ଦିରରେ ବାନା ନଥିଲେ ମହାପ୍ରଭୁଙ୍କ ନୀତି ପାଳନ ହେବନାହିଁ । ବାନା ବନ୍ଧା ଯିବା ପରେ ମହାପ୍ରଭୁଙ୍କ ନୀତି ଚାଲିବ ।
ଆଜି ସକାଳ ବର୍ଷାରେ ବଡ଼ ଦାଣ୍ଡରେ ଲହଡ଼ି ମାରିବା ସହ ଅନେକ ସ୍ଥାନ ପାଣରେ ବୁଡ଼ି ରହିଛି ।
ଆଗକୁ ରଥ ଯାତ୍ରା । ରଥ ଖଳାରେ ବି ଚାଲିଛି ରଥ କାମ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0