ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବଢିବାରେ ଲାଗିଛି ଅସନ୍ତୋଷ ।ସେପଟେ କୁହୁଳିବାରେ ଲାଗିଛି ରାଜନୈତିକ ଆକ୍ରୋଷ ।ରାଜ୍ୟବ୍ୟାପି ଆନ୍ଦୋଳନ ଯାରି ରଖିଛି ବିଜେପି ।ମମିତା ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀରେ ବୈପାରିଗୁଡା ବିଜେପି ପକ୍ଷରୁ ବୈପାରିଗୁଡା ଥାନା ଘେରାଉ କରାଯାଇଛି ।ଉକ୍ତ କାର୍ୟ୍ୟକ୍ରମରେ ବୈପାରିଗୁଡା ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ଥାନା ଘେରାଉ କରିବା ସହ ବୈପାରିଗୁଡା ଥାନା ଅଧିକାରୀ ଈଶ୍ୱର ତାଣ୍ଡି ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0