ବାଣ ବ୍ୟାନ୍କୁ ବିରୋଧ କଲେ ସଦଗୁରୁ। ଭିଡିଓ ଜାରି କରି ପିଲାମାନଙ୍କୁ ବାଣ ଫୁଟାଇବାକୁ ଦିଆଯାଉ ବୋଲି କହିଲେ ସଦଗୁରୁ। ବାଣ ଉପରେ ଲଗାଯାଇଥିବା କଟକଣାକୁ ନେଇ ବିବାଦ ଓ ବିତର୍କ ଲାଗି ରହିଥିବା ବେଳେ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜାଗି ବାଷୁଦେବ ଚର୍ଚ୍ଚିତ ବୟାନ ଦେଇଛନ୍ତି। ଫୁଟାଇବାରୁ ପିଲାମାନଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ। ପିଲାମାନେ ଖୁସିରେ ବାଣ ଫୁଟାଇଲେ ଯେ, ପ୍ରଦୂଷଣ ବଢିଯାଉଛି ସେକଥା ନୁହେଁ ବୋଲି ସଦ୍ଗୁରୁ କହିଛନ୍ତି । ଯେଉଁମାନେ ବାଣ ଯୋଗୁ ଚିନ୍ତିତ ଅଛନ୍ତି ସେମାନଙ୍କୁ ବିକଳ୍ପ ବାଟ ଦେଖାଇଛନ୍ତି ସଦଗୁରୁ। ସମ୍ପୃକ୍ତ ବ୍ୟକ୍ତିମାନେ ଘରେ ନହରି ୩ ଦିନ ଅଫିସ ଯିବାକୁ ପରାମର୍ଶ ଦେଇଛନ୍ତି ସଦଗୁରୁ। ହି ସମୟରେ ପିଲାମାନଙ୍କୁ ଉତ୍ସବ ମନାଇବାକୁ ଦିଆଯାଉ ବୋଲି ସଦଗୁରୁ ଯୁକ୍ତି ବାଢ଼ିଛନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0