spot_img

ନେତାଜୀ କ୍ଲବ ଫୁଟବଲ ଫାଇନାଲ

ରାଜକନିକା ବ୍ଲକ ତ ରା ସ ନେତାଜୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୨୦୨୧ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ ହୋଇ ଯାଇଛି ଏହି ଫାଇନାଲ ମ୍ୟାଚରେ କେନ୍ଦ୍ରାପଡା କୁଲାଣ୍ଡ ଟାଇଗର ଟିମ ଓ କେନ୍ଦ୍ରାପଡା ସୁରଜ କପ ଟିମ ସହିତ ଚିତା କର୍ସକ ମ୍ୟାଚ ଆୟୋଜିତ ହୋଇଛି।ତେବେ ଟ୍ରାଏ ବ୍ରେକର ମାଧ୍ୟମରେ କୁଲାଣ୍ଡ ଟାଇଗର ଟିମ ୪-୩ ଗୋଲରେ ବିଜୟ ହୋଇ ଏ ବର୍ଷର ଚମ୍ପିୟାନ ହୋଇଛି।ତେବେ ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ ଯୋଗ ଦେଇ ପ୍ରଥମେ ଏକ କ୍ଲବ ଘର ଉଦଘାଟନ କରିବା ପରେ ବୃକ୍ଷ ରୋପଣ କରିଥିଲେ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular