spot_img

ମନ୍ଦିରରୁ ଲୁଟ

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାଳିଆପାଟି ଗ୍ରାମରେ ୩ ଟି ମନ୍ଦିର ରୁ ୪ ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ସୂନା ଅଳଙ୍କାର ଲୁଟି ନେଲେ ଦୁର୍ବୁର୍ତ୍ତ , ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ରେ ଦୁର୍ବୁର୍ତ୍ତ ମାନେ ବାଳିଆପାଟି ଛକ ନିକଟରେ ଥିବା ଜଗନ୍ନାଥ , ଲକ୍ଷ୍ମୀ ଏବଂ ଶିବ ମନ୍ଦିର ର ତାଲା ଭାଙ୍ଗି ତିନି ଠାକୁର ଙ୍କ ସମସ୍ତ ସୂନା ଅଳଙ୍କାର ଲୁଟି ନେଇଛନ୍ତି । ଠାକୁର ଙ୍କ ଦାନହୁଣ୍ତି ମଧ୍ୟ ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଛନ୍ତି , ଆଜି ଭୋର ସମୟରେ ଠାକୁର ଙ୍କ ଦର୍ଶନ ପାଂଇ ଆସିଥିବା ଭକ୍ତ ତାଲା ଭାଙ୍ଗି ପଡିଥିବାର ଦେଖି ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ , ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular