ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ବର୍ତ୍ତମାନ ଉବର ଗ୍ରାହକମାନେ ଖୁବଶୀଘ୍ର ହ୍ୱାଟ୍ସଆପ୍ ମାଧ୍ୟମରେ କ୍ୟାବ୍ ବୁକ୍ କରିପାରିବେ । କମ୍ପାନୀ ନିକଟରେ ଏ ସମ୍ପର୍କରେ ଘୋଷଣା କରିଛି । ଉବର ପକ୍ଷରୁ କୁହାଯାଇଛି ଯେ, ମେଟାର ମାଲିକାନାରେ ଥିବା ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଚ୍ସଆପ୍ ସହିତ କମ୍ପାନୀର ବିଶ୍ୱବ୍ୟାପୀ ଏକ ସହଭାଗିତା ହେବାକୁ ଯାଉଛି । ଏହା ଦ୍ୱାରା ଲୋକମାନେ ଉବରର ଅଫିସିଆଲ ହ୍ୱାଟ୍ସଆପ୍ ଚାଟ୍ ବଟ୍ ମାଧ୍ୟମରେ ଏକ ଉବର ରାଇଡ୍ ବୁକ୍ କରିପାରିବେ । ଏହା ହ୍ୱାଟ୍ସଆପ୍ ବାର୍ତ୍ତା ପଠାଇବା ଭଳି ଏକ ଉବର ରାଇଡ୍ ସେୟାର କରିବ ।ପ୍ରାରମ୍ଭିକ ପର୍ୟ୍ୟାୟରେ କମ୍ପାନୀର ଏହି ସୁବିଧା ଲକ୍ଷ୍ନୌରେ ଆରମ୍ଭ ହେଉଛି । ଖୁବଶୀଘ୍ର ଏହା ଦେଶର ଅନ୍ୟ ସହରରେ ମଧ୍ୟ ଆରମ୍ଭ କରାଯିବ ବୋଲି କମ୍ପାନୀ କହିଛି । କମ୍ପାନୀ ଆହୁରି କହିଛି ଯେ, ହ୍ୱାଟ୍ସଆପ୍ ସହିତ ଏହି ସହଭାଗିତା ସହ ଚାଳକମାନଙ୍କୁ ଆଉ ଉବର ଆପ୍ ଡାଉନଲୋଡ୍ କିମ୍ବା ବ୍ୟବହାର କରିବାକୁ ପଡିବନାହିଁ । ଉପଭୋକ୍ତା ପଞ୍ଜିକରଣ, ରାଇଡ୍ ବୁକିଂ ଏବଂ ଟ୍ରାଭେଲ୍ ରସିଦଠାରୁ ଆରମ୍ଭ କରି ସବୁକିଛି ହ୍ୱାଟ୍ସଆପ୍ ମାଧ୍ୟମରେ କରାଯିବ । ଯଦି ଆପଣ ପ୍ରାୟତଃ କ୍ୟାବରେ ଭ୍ରମଣ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ବର୍ତ୍ତମାନ ଉବର ଗ୍ରାହକମାନେ ଖୁବଶୀଘ୍ର ହ୍ୱାଟ୍ସଆପ୍ ମାଧ୍ୟମରେ କ୍ୟାବ୍ ବୁକ୍ କରିପାରିବେ । କମ୍ପାନୀ ନିକଟରେ ଏ ସମ୍ପର୍କରେ ଘୋଷଣା କରିଛି । ଉବର ପକ୍ଷରୁ କୁହାଯାଇଛି ଯେ, ମେଟାର ମାଲିକାନାରେ ଥିବା ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଚ୍ସଆପ୍ ସହିତ କମ୍ପାନୀର ବିଶ୍ୱବ୍ୟାପୀ ଏକ ସହଭାଗିତା ହେବାକୁ ଯାଉଛି । ଏହା ଦ୍ୱାରା ଲୋକମାନେ ଉବରର ଅଫିସିଆଲ ହ୍ୱାଟ୍ସଆପ୍ ଚାଟ୍ ବଟ୍ ମାଧ୍ୟମରେ ଏକ ଉବର ରାଇଡ୍ ବୁକ୍ କରିପାରିବେ । ଏହା ହ୍ୱାଟ୍ସଆପ୍ ବାର୍ତ୍ତା ପଠାଇବା ଭଳି ଏକ ଉବର ରାଇଡ୍ ସେୟାର କରିବ । ପ୍ରାରମ୍ଭିକ ପର୍ୟ୍ୟାୟରେ କମ୍ପାନୀର ଏହି ସୁବିଧା ଲକ୍ଷ୍ନୌରେ ଆରମ୍ଭ ହେଉଛି । ଖୁବଶୀଘ୍ର ଏହା ଦେଶର ଅନ୍ୟ ସହରରେ ମଧ୍ୟ ଆରମ୍ଭ କରାଯିବ ବୋଲି କମ୍ପାନୀ କହିଛି । କମ୍ପାନୀ ଆହୁରି କହିଛି ଯେ, ହ୍ୱାଟ୍ସଆପ୍ ସହିତ ଏହି ସହଭାଗିତା ସହ ଚାଳକମାନଙ୍କୁ ଆଉ ଉବର ଆପ୍ ଡାଉନଲୋଡ୍ କିମ୍ବା ବ୍ୟବହାର କରିବାକୁ ପଡିବନାହିଁ । ଉପଭୋକ୍ତା ପଞ୍ଜିକରଣ, ରାଇଡ୍ ବୁକିଂ ଏବଂ ଟ୍ରାଭେଲ୍ ରସିଦଠାରୁ ଆରମ୍ଭ କରି ସବୁକିଛି ହ୍ୱାଟ୍ସଆପ୍ ମାଧ୍ୟମରେ କରାଯିବ ।
ହ୍ଵାଟ୍ସଆପ ମାଧ୍ୟମରେ ଉବର ରାଇଡ୍ କିପରି ବୁକ୍ କରିବେ :
– ଉବରର ବ୍ୟବସାୟ ଆକାଉଣ୍ଟ ନମ୍ବରକୁ ମେସେଜ୍ କରନ୍ତୁ । ଛଜ କୋଡ୍ ସ୍କାନ୍ କରି କିମ୍ବା ଚାଟ୍ ଖୋଲିବା ପାଇଁ ଲିଙ୍କ୍ କ୍ଲିକ୍ କରନ୍ତୁ । ଏହାପରେ “ଷସସ ” ପଠାଇ ହ୍ଵାଟ୍ସଆପ ଉବର ଚାଟବଟ୍ ଖୋଲନ୍ତୁ।
– ଏହାପରେ ଙଞଚ ପ୍ରବେଶ କରନ୍ତୁ ଯାହା ନିଶ୍ଚିତ କରେ ଯେ ଆପଣ ଉବରର ସର୍ତ୍ତାବଳୀ ଏବଂ ଚୁକ୍ତିନାମାକୁ ରାଜି ହୋଇଛନ୍ତି ।
– ତାପରେ ଆପଣ ଆପଣଙ୍କର ପିକଅପ୍ ଠିକଣାକୁ ମେସେଜ୍ କରିପାରିବେ କିମ୍ବା ହ୍ଵାଟ୍ସଆପ ମାଧ୍ୟମରେ ଆପଣଙ୍କର ଲୋକେଶନ ସେୟାର କରିପାରିବେ। ତା’ପରେ ଡ୍ରପ୍ ଅଫ୍ ଠିକଣା ଦେବେ ।
– ଆପଣଙ୍କର ପସନ୍ଦିତ ରାଇଡ୍ ବିକଳ୍ପ ବାଛନ୍ତୁ : ଯେପରିକି ଟଭରକ୍ସ ଏକ୍ଟ, ଟଭରକ୍ସ ଇଙ୍କଗ୍ଧକ୍ଟ, ଟଭରକ୍ସ ଗକ୍ଟଗ୍ଧକ୍ଟ
– ଏହାପରେ ଆପଣ ଡ୍ରାଇଭରର ନାମ ସହିତ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ



Visitors Today : 3
Total Visitors : 130169
Total Views : 9891615
Visitors Online Now : 0