spot_img

ଜୁଆ ଆଡ୍ଡା ଉପରେ ଚଢାଉ, ୧୭ଜଣ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ । ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୭ଜଣଙ୍କୁ ଗିରଫ କରିଛି । ବଡ ବଜାର ଥାନା ଅର୍ନ୍ତଗତ ପ୍ରହଲ୍ଲାଦନଗର ପ୍ରଥମ ଲାଇନରେ ଦୀର୍ଘ ଦିନ ଧରି ଏହି ଆଡ୍ଡା ଚାଲି ଆସୁଥିବାରୁ ପୋଲିସ ଚଢାଉ କରିଛି । ସେମାନଙ୍କ ନିକଟରୁ ୨୬ ହଜାରରୁ ଉଦ୍ଧ୍ୱ ଟଙ୍କା ସହ ୧୨ଟି ମୋବାଇଲ ଫୋନ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular