କେନ୍ଦ୍ରାପଡ଼ା : ରାଜକନିକା ବ୍ଲକ ଅଧିନସ୍ଥ ବାଘବୁଦା ଗ୍ରାମ ପଞ୍ଚାୟତର କଂଗ୍ରେସ ବିଜେପି କର୍ମୀ ମାନଙ୍କୁ ନେଇ ଏକ ମିଳିତ କାର୍ୟ୍ୟାଳୟ ଉଦଘାଟନ କରା ଯାଇଛି। ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ସରକାରଙ୍କ ପକ୍ଷରୁ ତଥା ବ୍ଲକ ପ୍ରଶାସନ ମାଧ୍ୟମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ କରିବା ନେଇ ପଞ୍ଚାୟତ ନିର୍ବାଚନ ରେ ସରପଂଚ ପାର୍ଥି ଭାବେ ନିରୋଜ ଜେନା ମନୋନୀତ କରିଛନ। ନିରୋଜ ଜେନା ହେଉଛନ୍ତି ପୂର୍ବତନ ସରପଂଚ ସ୍ବର୍ଗତ ଦିବାକର ଜେନାଙ୍କ ନାତି। ନିର୍ବାଚନ ରେ ଏକତ୍ରିତ ହୋଇ ନିର ଭାଇଙ୍କୁ ଜିତାଇ ବାଘବୁଦା ପଞ୍ଚାୟତର ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରି ରଖିବା କୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0