ରାଜକନିକା ଗୋଷ୍ଠୀ ସ୍ବାସ୍ଘ୍ୟ କେନ୍ଦ୍ରରେ ଆଜିଠୁ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭିଡ ଟୀକା କରଣ। ରାଜକନିକା ବ୍ଲକ ର ବିଭିନ୍ନ ଅଞ୍ଚଳର ଶତାଧିକ ପିଲା କୋଭିଡ଼ ନିୟମାନୁସାରେ ଧାଡି କରି ନିଜର ନମ ପଞ୍ଜିକରଣ କରାଇବା ସହିତ ଅନଲାଇନ ଓ ଅଫ ଲାଇନ ମାଧ୍ୟମରେ ଟୀକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ୧୦୦ ଟୀକା ଦିଆ ଯାଇଥିବା ଜଣା ପଡିଛି ।୫୦ ଅନଲାଇନ ମାଧ୍ୟମରେ ପଞ୍ଜିକୃତ ହୋଇଥିବା ବେଳେ ୫୦ ଅଫ ଲାଇନ ମାଧ୍ୟମରେ ଟୀକା ନେଇଥିବା ଦେଖିବାକୁ ମିଳିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0