ମୁମ୍ବାଇ: ଆରବିଆଇର ତୃତୀୟ ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରେପୋ ରେଟ ଅପରିବର୍ତ୍ତି ତ ରଖିଲା ଆରବିଆଇ । ଏନେଇ ଏକ ପ୍ରେସ୍ ମିଟ୍ ଜରିଆରେ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ ୪ ପ୍ରତିଶତରେ ରଖିବାକୁ ନିଷ୍ପତ୍ତି କରାଯାଇଛି । ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ସ୍ଥିର ରହିଛି । ଇଏମଆଇ ଉପରେ କୌଣସି ଆଶ୍ୱସ୍ତି ନାହିଁ । ପୂର୍ବରୁ ମାର୍ଚ୍ଚ ଓ ମେ ରେ ବସିଥିବା ବୈଠକରେ ରେପୋ ରେଟରେ ୧.୧୫ ପ୍ରତିଶତ ହ୍ରାସ ହୋଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0