spot_img

୭୨ ଘଣ୍ଟା ସଟଡାଉନ୍ ହେଲା କାମାକ୍ଷାନଗର

ଢେଙ୍କାନାଳ: ୭୨ ଘଣ୍ଟା ସଟଡାଉନ ଘୋଷଣା ହେଲା ଢେଙ୍କାନାଳ କାମାକ୍ଷାନଗର ଏନଏସି । ଆଜି ଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଳାପାଳ । କାମାକ୍ଷାନଗର ଏନଏସିରେ ୧୯ ଜଣ କରୋନା ପିଜିଟିଭ ଚିହ୍ନଟ ପରେ ଏଭଳି ନିଷ୍ପତି ନିଆଯାଇଛି । ଏନଏସିର ସମସ୍ତ ୧୫ ଟି ୱର୍ଡରେ ଡାକବାଜି ଯନ୍ତ୍ରୀ ସାହାଯ୍ୟରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯାଇଛି । ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular