spot_img

ବୁର୍ଲା ମେଡିକାଲ ଫାଣ୍ଡି ଅଧିକରୀଙ୍କୁ କରୋନା

ସମ୍ବଲପୁର: ବୁର୍ଲା ମେଡିକାଲ ଫାଣ୍ଡି ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଫାଣ୍ଡିକୁ ସିଲ୍ କରାଯିବା ସହ ଫାଣ୍ଡିକୁ ବିଶୋଧନ କରାଯାଇଛି । ଏଥି ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ ରୁ ଉର୍ଦ୍ଧ ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ଦିଆଯାଇଛି । ଫାଣ୍ଡି ଅଧିକାରୀଙ୍କୁ କରୋନାର ଲକ୍ଷଣ ଦେଖାଦେବାରୁ ସେ ବୁର୍ଲା ଭୀମସାରରେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ସେଠାରେ ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଫାଣ୍ଡିକୁ ସିଲ୍ କରିଦିଆଯାଇଛି । ତେବେ ତାଙ୍କ ସଂସ୍ପର୍ଶରେ କେଉଁ ମାନେ ଆସିଛନ୍ତି ତାହା ଜାଣିବା ପାଇଁ କଣ୍ଟ୍ରାକ୍ଟ ଟେସିଂ ଚାଲିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular