spot_img

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲେ ୭କୋଟି ୫୦ଲକ୍ଷ.. ଟଙ୍କା ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ..

କରୋନା ମୁକାବିଲା ପାଇଁ ପୁଣି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ବାଗଚୀ ଦମ୍ପତି ଏବେ ପୁଣି ୭ କୋଟି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ସୁବ୍ରତ ବାଗଚୀ ହେଉଛନ୍ତି କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ମୁଖପାତ୍ର । ପୂର୍ବରୁ ସେ ଓ ତାଙ୍କ ପତ୍ନୀ କୋଭିଡ ମୁକାବିଲା ପାଇଁ ଅଢେଇ କୋଟି ଚଙ୍କା ଦାନ କରିଥିଲେ । ଏବେ ଉଭୟ ପୁଣି ୭ କୋଟି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular