ସମ୍ବଲପୁର: ସମ୍ବଲପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟଡ଼ାଉନ । ଉଭୟ ପର୍ବ ପାଇଁ ୩ ଦିନ ସଟଡ଼ାଉନ କଟକଣା ରହିବନି । ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିଲେ ବି ହେବନି ସଟଡ଼ାଉନ । ନୂଆଖାଇ ପାଇଁ ୨୨ ଓ ୨୩ରେ ମଧ୍ୟ ହେବନି ସଟଡ଼ାଉନ । ୨୨ଓ୨୩ ତାରିଖ ବଦଳରେ ଅଗଷ୍ଟ ୧୬ ଓ ୧୭ ସଟଡାଉନ ରହିବ ପୂରା ସମ୍ବଲପୁର ଜିଲ୍ଲା । ସଟଡ଼ାଉନ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0