spot_img

ସଞ୍ଜୟ ଦତ୍ତଙ୍କୁ କ୍ୟାନସର

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ୍ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ଶନିବାର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ରାତିରେ ତାଙ୍କର ଷ୍ଟେଜ୍-୩ ଫୁସଫୁସ୍ କ୍ୟାନସର ସଂପର୍କରେ ଜଣାପଡିବା ପରେ ଏବେ ପରବର୍ତ୍ତିୀ ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି ଜଣାପଡିଛି । ଏନେଇ ନିଜେ ସଞ୍ଜୟ ଦତ୍ତ ଟ୍ୱିଟ କରି ଖବର ଦେଇଛନ୍ତି । କିଛି ଦିନ ତଳେ ସଞ୍ଜୟ ଦତ୍ତ ନିଜର ୬୧ତମ ଜନ୍ମ ବାର୍ଷିକ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular