ଆଜି ହେଉଛି ବିଶ୍ୱ ବାମହାତି ଦିବସ..୧୯୭୬ ମସିହାରୁ ଏହି ଦିବସ ପାଳନ ହୋଇଆସୁଅଛି ।
ଯଦି ଆମେ ଅତୀତ କଥା ଦେଖୁଛେ ବିଶ୍ୱର ଖ୍ୟାତିନାମା ବାମହାତିଙ୍କ ତାଲିକା ଯଦି ଆମେ ଦେଖୁଛେ ଆଲୋକଜାଣ୍ତାର,ଦି-ଗ୍ରେଟ,ନେପୋଲିୟନ,ଆରିଷ୍ଟଟଲ,ମହାତ୍ମା ଗାନ୍ଧୀ,ଆଇନଷ୍ଟାଇନ,ଲିଓନାର୍ଦୋ ଦା ଭିନସ,ଚାର୍ଲି ଚାପଲିନ,ମାକ୍ସ ଟ୍ୱାଇନ,..ବର୍ତ୍ତମାନ କଥା ଯଦି ଆମେ ଦେଖୁଛେ ଓବାମା ସଚିନ ତେନ୍ଦୁଲକର,ବିଲୁଗେଟସ,ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱର ବହୁ ବଡବଡ ବାମହାତିଆ ଦାର୍ଶିନିକ ଜନନେତା ,ମଧ୍ୟ ଅଛନ୍ତି
ଆମେ ଯଦି ଦେଖିବା ବିଶ୍ୱର ବହୁ ଖେଳାଳୀ,ଲେଖକ ଶିଲ୍ଫୀ ବ୍ୟବସାୟ ବାମହାତିଆ ଅଟନ୍ତି । ଫ୍ୱାଶିଟନ ରିପୋର୍ଟ ଅନୁଯାୟୀ ବିଶ୍ୱର ପାଖାପାଖୀ ୧୦ ପ୍ରତିଶତ ଲୋକ ବାମହାତି ଅଟନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବାମହାତି ବ୍ୟକ୍ତି ମାନେ ଖୁବ ସୃଜନଶୀଳ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0