ଭାରତୀୟ କିକ୍ରେଟ ଦଳର ପୁର୍ବତନ ଅଲରାଉଣ୍ତର ଯୁବରାଜ ସିଂହ ବୁଧବାର ଫୁସଫୁସ କର୍କଟରେ ପୀଡିତ ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ନିଜ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି କରିଛନ୍ତି । ଏଥିସହ ୨୦୦୭ ଟି –ଟେଣ୍ଟି ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ ବିଜୟରେ ପ୍ରମୁଖ ଭୁମିକା ତୁଲାଇବାରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ସଂଜୟଙ୍କୁ ଜଣେ ଯୋଦ୍ଧା ଭାବେ ବର୍ଣ୍ଣନା କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0