ସୁନା ଦାମରେ ବଡ ଧରଣର ହ୍ରାସ ପାଇଛି । କେବଳ ସୁନା ନୁହେଁ ପୁରା ଦାମରେ ମଧ୍ୟ ବଡ ଧରଣର ହ୍ରାସ ପାଇଛି । ସୁନା ୧୦ ଗ୍ରାମ ୫୦ ହଜାର ଟଙ୍କା ତଳକୁ ଖସି ଆସିଛି । କିଛି ଦିନ ତଳେ ଏହି ଦର ୫୫ ହଜାର ଟଙ୍କା ଉପର ସ୍ତରକୁ ବଢିଯାଇଥିଲା । ତେବେ କରୋନା ଟିକା ପ୍ରଚାରିତ ହେବା ପରେ ଆନ୍ତର୍ଜାତୀକ ବଜାରରେ ସୁନା ଦାମ ହ୍ରାସ ପାଇଛି । ସେହିପରି ରୁପାର କିଲୋ ପିଛା ମୁଲ୍ୟରେ ୫୧୭୮ ଟଙ୍କା ହ୍ରାସ ପାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0