spot_img

ଜଗତସିଂହପୁର ଆଳିପିଙ୍ଗଳ ଜେଲର କଏଦୀଙ୍କୁ କରୋନା

ଜଗତସିଂହପୁର: ଜଗତସିଂପୁର ଜିଲ୍ଲା ଆଳିପିଙ୍ଗଳ ଜେଲରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜେଲର କଏଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜେଲ କର୍ତ୍ତୃପକ୍ଷ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେଲ ସାନିଟାଇଜ କରାଯାଇଥିଲା । ଉକ୍ତ ଦୁଇ ପଜିଟିଭଙ୍କୁ ଅଲଗା ହୋମ ଆଇସୋଲେସନରେ ରଖାଯାଇଛି । ପୂର୍ବରୁ ୩ ଜଣ କଏଦୀ କରେନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଜେଲ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular