କୋଠାବାଡି ନିର୍ମାଣରେ ପରିବର୍ତ୍ତନ ହୋଇଛି । ସରକାର ନିୟମକୁ କୋହଳ କରି ବହୁତଳ ଅଟ୍ଟାଳିକାରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ନିୟମ ଅନୁଯାୟୀ ୮ଟି ଗୃହ ଥିବା ଅଟ୍ଟାଳିକାକୁ ଏଣିକି ଆପାର୍ଟମେଣ୍ଟ କୁହାଯିବ । ଏଥିସହ ପୁରୁଣା ଘରର ନିର୍ମାଣ ପାଇଁ ଆଉ ଅନୁମତି ଦିଆଯିବ ନାହିଁ ।
ଓଡିଶା ଉନ୍ନୟନ କର୍ତ୍ତପକ୍ଷ ଯୋଜନା ଓ ନିର୍ମାଣ ମାନଙ୍କ ପାଇଁ ୨୦୨୦ ଆଣିଛନ୍ତି ଏକ ରାଜ୍ୟ ସରକାର । ଏହି ନିୟମ ମାଧ୍ୟମରେ ପ୍ରଚଳିତ ବ୍ୟବସ୍ଥା ଏବଂ ପଦ୍ଦତିର ସମାନତା ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0