spot_img

ପାଟଣା ରେଞ୍ଜରେ ହାତୀଙ୍କ ଆତଙ୍କ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ହାତୀଙ୍କ ଉପଦ୍ରବ ବଢିଚାଲିଛି । ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ଗତକାଲି ବିଳମ୍ବିତ ରାତିରେ ୧୭ଟି ବଣୁଆ ହାତୀ କରଞ୍ଜିଆ ରେଞ୍ଜରୁ ଆସି ଉଦୟପୁର ବିଟ୍ ର ବିନିଦା ଓ ମଙ୍ଗଳପୁର ଗାଁରେ ଧାନ ଫସଲ ନଷ୍ଟ କରିଦେଇଛନ୍ତି । ତେଣୁ ଖବଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରର ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular