spot_img

ସବୁବେଳେ ପାଇଁ ଭିନ୍ନ ଜଣେ ଆଇଏଏସ୍ ଅଫିସର…

ପୁର୍ବରୁ ଲାଲକ୍ରିଷ୍ଣା ଆଡଭାନୀ ଓଡିଶାକୁ ଆସିଥିଲେ । ପୁର୍ବତନ ମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ ତାଙ୍କୁ ସାରଥୀ ଭାବରେ ଅବତୀର୍ଣ୍ଣ ହେଉଥିଲେ । ବିମାନବନ୍ଦର ସଭାସ୍ଥଳୀ ପର୍ଯ୍ୟନ୍ତ ସବୁଆଡେ ନିଜର ଇନୋଭା ଗାଡିରେ ଆଣନ୍ତି ।ରାଜନୌତିକ କ୍ଷେତ୍ରରେ ଏହି କଥା କିଛି ଅସମ୍ଭବ ନୁହେଁ ।
ହେଲେ ପ୍ରଶାସନିକ ସେବା ଅଧିକାରୀମାନେ ସରକାରଙ୍କ ଠାରୁ ସବୁ ସୁବିଧା ହାସଲ କରୁଥିଲେ ହେଁ ଶାସନ ମୁଖ୍ୟଙ୍କ ପ୍ରତି ଏଭଳି ଆଚରଣ ପ୍ରର୍ଦଶନ କରିବାର ବହୁତ କମ୍ ନଜିରକୁ ଆସିଛି ।
ଓଡିଶାରେ କିନ୍ତୁ ସମ୍ଫୁର୍ଣ୍ଣ ଭିନ୍ନ ଉଦାହରଣ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏସ୍ସ ଅଫିସର ଭି କାର୍ତ୍ତିକେୟନ ପାଣ୍ତିୟାନ ଏକ ଭିନ୍ନ ଭୁିମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତିା ଆମେ ଯଦି ଦେଖିବା ଗତ ୮ବର୍ଷ ଧରି ସରକାରରେ ସେ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତି ।ତାଙ୍କର ଉପସ୍ଥିତ ହିଁ ସବୁବେଳେ ଗଣମାଧ୍ୟମର ହେଡଲାଇନ୍ସ ।
ନିନ୍ଦୁକମାନେ ଏହି ଘଟଣାକୁ ଯେତେ ଯେମିତି ଚର୍ଚ୍ଚା କଲେ କଣ ହେବ,ମୁଖ୍ୟମନ୍ତ୍ରୀ ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ତ୍ୟାଗ ସବୁଦିନ ପାଇଁ ଉଲ୍ଲେଖନୀୟ

LEAVE A REPLY

Please enter your comment!
Please enter your name here

- Advertisment -

Most Popular