କମିଳନରେଟ ପୋଲିସରେ ଅଦଳବଦଳ ।ଆଡିସନାଲ ଡିସିପି ଠାରୁ ଏଏସଆଇ ପର୍ଯ୍ୟନ୍ତ ବିଭିନ୍ନସ୍ରରରେ ଅଦଳବଦଳ ହୋଇଛି । କଟକକୁ ଭୁବନେଶ୍ୱର ଫେରିଛନ୍ତି ଅନେକ ଅଫିସର ସେପଟେ ଭୁବନେଶ୍ୱରୁ ମଧ୍ୟ କଟକ ଫେରିଛନ୍ତି ଅନେକ ଅଫିସର ତେବେ ଭୁବନେଶ୍ୱର ନୟପଲ୍ଲୀ ଥାନା ଦାୟ୍ିତ୍ୱରେ ଭରତ ଚନ୍ଦ୍ର ସାହୁ,ଖାରବେଳନଗର ଥାନା ଦାୟ୍ବିତ୍ୱରେ ଅରୁଣ କୁମାର ନାୟକ,କ୍ୟାପିଟାଲ ଥାନା ଦାୟିତ୍ୱରେ ଭରତ ଚରଣ ସାହୁ,ଲକ୍ଷ୍ମୀସାଗର ଥାନା ଦାୟିତ୍ୱରେ ଗିରିଜା ଭୁଷଣ ଚକ୍ରବର୍ତ୍ତି, ସେହିପରି ଭାବେ ଦୟା ନାୟକଙ୍କୁ ଧଉଳି ଥାନା ଦାୟିତ୍ୱ ,ଖଣ୍ତରିରି ପଦ୍ମନାଭ ପ୍ରଧାନ ,ଶହୀଦନଗର ଥାନା ଦାୟିତ୍ୱରେ ହିମାଂଶୁ ଭୁଷଣ ସ୍ୱାଇଁ । ଅପରପକ୍ଷେ ଏୟାରଫିଲଡ ଥାନା ଦାୟିତ୍ୱ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ତମାଣ୍ତୋ ଥାନା ଦାୟିତ୍ୱ, ବିଶ୍ୱରଂଜନ ଥାନା ବଡଗଡ ଥାନା,ବିଶ୍ୱରଂଜନ ସେନାପତି ନନ୍ଦନକାନ ଥାନା , ଅଂଜଳି ଛୋଟରାୟଙ୍କୁ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନା ଦାୟିତ୍ୱ ,ତେବେ କଟକ ବାଦାମବାଡୁ ଥାନା କୁ ବଦଳି ହୋଇଛନ୍ତ୍ି ରଶ୍ମିରଂଜନ ମହାପାତ୍ର,ବିରଂଚି ନାରାୟଣ ଚୌଦାର,ରବିଦ୍ରମେହେର ଜଗତପୁର,ପ୍ରଦୀପ କିଶୋର ନାୟକ ମର୍କତନଗରୀ ।ସେହିପରି ଏସଆଇ ଓ ଏଏସଆଇଙ୍କୁ ମଧ୍ୟ ନୁଆ ଥାନା ଓ କମିଶନରେଟ ହେଡକ୍ୱାଟରରେ ଦାୟିତ୍ୱ ମିଳିଛି



Visitors Today : 1
Total Visitors : 130424
Total Views : 9891955
Visitors Online Now : 0