spot_img

କାଶ୍ମିର ଉପତ୍ୟାକାରେ କଡା ବିରୋଧ ପ୍ରର୍ଦଶନ..ଆପତ୍ତିଜନକ ଭିଡିଓ ଭାଇରାଲକୁ ବିରୋଧ..

ଆପତ୍ତିଜନକ ଭିଡିଓ ଭାଇରାଲ କରିଥିବା ୩ଜଣକୁ ଗିରଫ କରାଯାଇଛି । ଏହି ଭିଡିଓରେ ସେମାନେ ଇସଲାମିକ ସନ୍ଥ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସୋମବାର ଚେନ୍ନାବ ଓ କାଶ୍ମିର ଉପତ୍ୟକାରେ ଜୋରଦାର ବିରୋଧ ପ୍ରର୍ଦଶନ କରୁଥିବା ଦେଖିବାକୁ ମିଳିଥିଲା ।ଏଥିରେ ଉତ୍ତେଜିତ ଲୋକମାନେ ପ୍ରଶାସନକୁ ଚେତାବନୀ ଦେଇ କହିଥିଲେ ତୁରନ୍ତ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଏଥିସହ ଅଭିଯୁକ୍ତ ମାନଙ୍କୁ ଫାଶି ଦେବାକୁ ମଧ୍ୟ ଦାବି କରିଥିଲେ । ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି ଏଥିସହ ସମ୍ଫୃକ୍ତ ଅଭିଯୁକ୍ରଙ୍କ ବିରୋଧରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିଜିପି ଦିଲବାଗ ସିଂ..ା

LEAVE A REPLY

Please enter your comment!
Please enter your name here

- Advertisment -

Most Popular