spot_img

ଖୋଲିଲା ବଜାର ସେନସେକ୍ସ ୨୧୦ ପଏଣ୍ଟ ନିପ୍ଟି ୧୧,୪୪୦

ସକାରତ୍ମକ ମୁଦ୍ରାରେ ଖୋଲିଲା ସେୟାର ବଜାର । ବ୍ୟାଙ୍କିଙ୍ଗ ଏବଂ ଅଟୋ ଷ୍ଟକରେ ଲାଭ ହେତୁ ବୁଧବାର କାରବାର ଆରମ୍ଭରୁ ଭଲ ହୋଇଛି ।ପ୍ରାରମ୍ଭିକ ବାଣିଜ୍ୟରେ ବିଏସର ସେନସେକ୍ସ ୨୧୦,୬୭ ପଏଣ୍ଟବୃଦ୍ଧି ପାଇଛି । ସେନେକ୍ସ ପ୍ୟାକର ପ୍ରମୁଖ ଲାଭକାରୀମାନେ ହେଲେ ଏସବିଆଇ ,ଏଇଟି ବଜାଜ ଅଟୋ, ଆଇସିଆଇସି ବ୍ୟାଙ୍କ ,ଭାରତ ଏୟାରଟେଲ ଆକ୍ସିସ ବ୍ୟାଙ୍କ ,ଏସିଆନ୍ ପେଣ୍ଟ,ସେନ ଫାର୍ମା. ଏମ ଆଣ୍ତ ଏମ ଆଇଟିସି, ଟାଇଟନ ଏବଂ ମାରୁତି ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular