spot_img

କୂଅରୁ ଉଦ୍ଧାର ହେଲା ମା’ ଓ ୨ ଛୁଆଙ୍କ ମୃତଦେହ

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ପୌରାଂଚଳର ଏକ ଦୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଏକ କୂଅରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରେ ମା ଓ ୨ ଶିଶୁ । ଘଟଣା ପଛରେ ପାରିବାରିକ କଳହ ଅନୁମାନ କରାଯାଇଛି । ଗତ ବୁଧବାର ଠାରୁ ଏହି ୩ଜଣ ନିଖୋଜ ଥିଲେ । ଆଜି ସକାଳୁ ସେମାନଙ୍କ ମୃତଦେହ କୂଅରୁ ଉଦ୍ଧାର ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular