ରାଉଲକେଲା: ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ରାଉଲକେଲା ଦେଇ ଆସିଥିବା ଶଙ୍ଖ ଏବଂ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୧୧ଟି ଗେଟ ମଧ୍ୟରୁ ୬ଟି ଗେଟ୍ ଖୋଲି ଦିଆଯାଇଛି । ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଏମେ ମନ୍ଦିରା ଡ୍ୟାମରୁ ପାଣି ଛଡାଯାଇଥିବାରୁ ବ୍ରାହ୍ମଣୀ ନଦୀ ତଳ ମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0