ସୁନା ଗହଣା ବ୍ୟବସାୟଙ୍କ ପଂଜିକରଣ ଏବଂ ଲାଇସେନ୍ସ ନବୀକରଣ ତଥା ହଲମାର୍କିଂ କେନ୍ଦ୍ରଗୁଡିକର ମାନ୍ୟତା ପାଇଁ ଏକ ଅନଲାଇନ ସିଷ୍ଟମ ଆରମ୍ଭ କରିଛନ୍ତି କେନ୍ଦ୍ର ଉପଭୋକ୍ତା ଏବଂ ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଫ୍ୱାନ ।ଏହି ଅନଲାଇନ ସିଷ୍ଟମ ଦ୍ୱାରା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟ କରିବା ସହଜ କରିବ । ସେ କହିଛନ୍ତ ଯେ ଏହି ପଦକ୍ଷେପ ହଲମାର୍କ ହୋଇଥିବା ସୁନା ଅଳଙ୍କାର ଏବଂ କଳାକୃତି ସଂଖ୍ୟାରେ ମଧ୍ୟ ଏକ ବୃହତ ଅଭିବୃଦ୍ଧି ଦେବ ବୋଲି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ବର୍ତ୍ତମାନର ସ୍ତର ୫କୋଟିରୁ ୧୦ କୋଟି ପର୍ଯ୍ୟନ୍ତ ଯାଇପାରେ । ବର୍ତ୍ତମାନ ଦେଶର ୨୩୪ଟି
ଜିଲ୍ଲାରେ ୯୨୧ ଆସେସିଂ ଏବଂ ହଲମାର୍କ କେନ୍ଦ୍ର ଅଛି । ଅନଲାଇନ ସିଷ୍ଟମର ପ୍ରର୍ବତ୍ତନ ସହିତ ଏହିପରି ନୁତନ କେନ୍ଦ୍ର ଖୋଲିବା ପାଇଂ ବର୍ତ୍ତମାନ ଅନଲାଇନରେ ଆବେଦନ କରିବା ସହଜ ହେବ
କହିଛନ୍ତି



Visitors Today : 3
Total Visitors : 130429
Total Views : 9891960
Visitors Online Now : 0